ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବା‌ସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହି ୧୦ ଜଣ କରୋନା ସଂକ୍ରମିତ ଜନଜାତି ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ … Continue reading ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା